ପୁରନ୍ଦର ବାରିକ ଙ୍କ ସ୍ମୃତି ରେ ତିନି ଦିନିଆ ନାଟ୍ ମହୋତ୍ସବ

ସୁବର୍ଣ୍ଣପୁର: (ଅଜିତ କୁମାର ପୁଜାହାରୀ)ପୁରନ୍ଦର ବାରିକ ସୃତିକମିଟି ବ୍ଲକଛକ ପକ୍ଷରୁ ସ୍ଥାନୀୟ ରୟାଲପଡିଆ ଠାରେ ଆସନ୍ତା ୧୯ତାରିଖରୁ ୨୧ତାରିଖ ପର୍ଯ୍ୟନ୍ତ ଏକ ୩ ଦିନିଆ ନାଟ୍ ମହୋତ୍ସବ ଅନୁଷ୍ଠିତ ହେବାକୁ ଯାଉଛି। ଏଥିପାଇଁ ହୋଟେଲ ପ୍ରୋଗ୍ରେସ୍ଇନ୍ ର ସମ୍ମିଳନୀ କକ୍ଷରେ ପୁରନ୍ଦର … Continue reading ପୁରନ୍ଦର ବାରିକ ଙ୍କ ସ୍ମୃତି ରେ ତିନି ଦିନିଆ ନାଟ୍ ମହୋତ୍ସବ